
ଆଲୋକିତ ଓଡ଼ିଶା :ସୁଭଦ୍ରା ବାବଦରେ ଆକାଉଣ୍ଟକୁ ଗଲା ୧ ଟଙ୍କା ପରୀକ୍ଷାମୂଳକ ଭାବେ ଆକାଉଣ୍ଟକୁ ଗଲା ୧ ଟଙ୍କା। ବାକି ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଯିବ। ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଆକାଉଣ୍ଟକୁ ଗଲା ଟଙ୍କା ଗତକାଲି ରାତି ୭ଟା ୨୧ରେ ୧ ଟଙ୍କା ଯାଇଥିବା ସୂଚନା।ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା ସୁଭଦ୍ରା ଯୋଜନାର ଯୋଗ୍ୟ ମହିଳା ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା। ‘ସୁଭଦ୍ରା’ ସ୍ଵାଗତ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନାଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନ ପହଞ୍ଚିବା ଯାଏଁ ସୁଭଦ୍ରା ଯୋଜନା ଚାଲିବ।ତେବେ ଆସନ୍ତା ୧୭ ତାରିଖରେ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା। ସୁଭଦ୍ରା ପାଇଁ ଆବେଦନ କଲେଣି ୫୦ ଲକ୍ଷ ମହିଳା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ସୂଚନା।ଆଜିଠୁ ରାଜ୍ୟବାପୀ ‘ସୁଭଦ୍ରା ସ୍ବାଗତ’ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ବର କାର୍ଯ୍ୟକ୍ରମରେ ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ। ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ୧୦ ହଜାର ପଦଯାତ୍ରା। ଗାଁ ଗାଁରେ ସାମିଲ ହେବେ SHG ମହିଳା ଓ ଆଶା କର୍ମୀ।୧୫ ଭିତରେ ଆବେଦନ କରିଥିଲେ ୧୭ରେ ମିଳିବ ଟଙ୍କା। ୧୭ ତାରିଖରେ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା। ୧୫ ଭିତରେ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା।